ବୋଡେନ,୧୮/୯ : ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇ ପଡିଛି ବୋଡେନ ବ୍ଲକ । ବିଭିନ୍ନ ଅନୁଷ୍ଠାନରେ ପୂଜା ପାଉଛନ୍ତି ସ୍ବର୍ଗ ଶିଳ୍ପୀ । ସେହି କ୍ରମରେ ନୂଆପଡା ଜିଲ୍ଲା ବୋଡେନ ବିଦ୍ୟୁତ ବିଭାଗ ସବଷ୍ଟେସନ ଠାରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଚାଲିଛି । ଏଥିରେ କର୍ତ୍ତା ଭାବେ ନବିନ ନିଆଲ ଓ ତାଙ୍କ ଧର୍ମପତ୍ନୀ ସରୋଜିନି ଗୁରୁ ଦାଇତ୍ବ ବହନ କରିଛନ୍ତି । ସେକସନ ଅଫିସର ଆଦିତ୍ୟ ପ୍ରସାଦ ବେହେରାଙ୍କ, ବିଭାଗିୟ କର୍ମଚାରୀ ତାପଶ ଦାସ, ରଘୁରାଜ ମାଝି, ଜ୍ଞାନେନ୍ଦ୍ର ମହନ୍ତ, ଯୁକ୍ତ ତାଣ୍ଡି ,ମୁରଲି ତାଣ୍ଡି, ଫକିର ନାଏକ, କୋକିଲ ଜଗତ, ଶ୍ୟାମ ପାଣ୍ଡେ, ଲାବନ୍ୟନିଧି ପାଣିଗ୍ରାହି, ଲୋକନାଥ କଟା, ରୁକଚନ ବିଶି, କୈଲାସ ନାଗ, ଦେବରାଜ ଶବର ପ୍ରମୂଖ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରୁଛନ୍ତି ।
ବୋଡେନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in
Like us on Facebook👇