ସ୍ୱଚ୍ଛ ଭାରତ ମିଶନ: ଡ଼ାକ୍ତରଖାନା ଡ଼୍ରେନ ସଫା କଲେ ମୋହନଗିରୀ ସରପଂଚ ବଳଭଦ୍ର ପାତ୍ର

କଳାହାଣ୍ଡି,୧/୧୦(ହେମନ୍ତ ସାହୁ) : ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ମୋହନଗିରୀ ଠାରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅାୟୋଜିତ ହୋଇଯାଇଛି । ଏଥିରେ ଏକ ସୁନ୍ଦର ତଥା ଉତ୍ସାହ ବର୍ଦ୍ଧକ ଦୃଷ୍ୟ ଦେଖିବାକୁ ମିଳିଛି । ଡ଼ାକ୍ତରଖାନାର ଡ଼୍ରେନ ସଫା କରିଛନ୍ତି ମୋହନଗିରୀ ସରପଞ୍ଚ ବଳଭଦ୍ର ପାତ୍ର । ପ୍ରଥମେ ଜନସେବା ସଂଗଠନ ତରଫରୁ ମୋହନଗିରୀ ପଂଚାୟତ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ମୁଖ୍ୟ ଅତିଥିଭାବରେ ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରି ଯୋଗଦେଇଥିବାବେଳେ ସିଆରପିଏଫ୍ ୬୪ ବାଟାଲିଅନ ସାମିଲ ଥିଲେ । ତେବେ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Omkar Vasthu
Omkar Vasthu

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

Pearl dental clinic
Near Ashish Medical Store, Bhawanipatna

https://facebook.com/odiabarta

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.