ବୋଡେନ : ଜୟବାହାଲରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ବୋଡେନ,୬/୧୦ : ନୁଆପଡା ଜିଲ୍ଲା ବୋଡେନ ବ୍ଳକ ଅନ୍ତର୍ଗତ ଜୟବାହାଲ ଠାରେ ଆଜି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଶିବାଜୀ ଯୁବକ ସଂଘ ଦ୍ୱାରା ଜୟବାହାଲ ଗ୍ରାମର ମୁଖ୍ୟ ରାସ୍ତା ସଫେଇ କରାଯାଇଥିଲା ।

ଏଥିରେ ଶିବାଜୀ ଯୁବକ ସଂଘ ସଭାପତି ହିତେଶ କୁମାର ଅଦା ସଂପାଦକ ଝମ୍ପେଶ୍ୱର ସଲମାଙ୍କ ସହିତ ବିଭୁତି ଭୁଷଣ ସଲମା, ଚିତ୍ରସେନ ସଲମା, ବୃନ୍ଦାବନ ଅଦା, ଭବାନି ଶଙ୍କର ଅଦା, ଅଜୟ ସଲମା, ମଲୟ ସଲମା, ଅମିତ ସଲମା, କାଲେଶ୍ୱର ସଲମା, ଦେବିଲାଲ ଅଦା, ଉନମତ ଅଦା, ଅମରେଶ ସଲମା, ଯମୁନା ବାଗ, ଜନ୍ମେଜୟ ଅଦା, ବସନ୍ତ ସଲମା, ଯୋଗେନ୍ଦ୍ର ନିଆଲ , ସୋଦନ ଅଦା, ପ୍ରକାଶ ହରିଜନ, ବିକ୍ରମ ସଲମା, ବିବେକି ସଲମା, କୃଷ୍ଣ ସଲମା, ସମସ୍ତେ ସାମିଲ ସଫେଇ କିର୍ଯ୍ୟକରିଥିଲେ ।

ବୋଡେନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.