ଉପରପଡା ଉପ୍ରା ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

କଳାହାଣ୍ଡି,୧୭/୧୦ (ନିରଞ୍ଜନ ଗୌଡ) : ନର୍ଲା ବ୍ଲକ  ଉପରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିତାଳନା କମିଟି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପୁଝାରୀ, ସଭ୍ୟା ସୂର୍ଯ୍ୟମୂଖୀ ଚିନ୍ଦା, ସୁବାଷ ସାହାଣୀ, ସାମ୍ବାଦିକ ଦୀପକ ଠାକୁର, ନିରଞ୍ଜନ ଗୌଡ, ପ୍ରଧାନ ଶିକ୍ଷକ ନକୂଳ ସେନାପତି ପ୍ରମୂଖ ଉପସ୍ଥିତ ରହି ୧୨୨ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ କ୍ରିଷ୍ଣା କୁମାରୀ ହୋତା, ସଙ୍ଗିତା ବେହେରା, ସବିତା ପାତ୍ର ଓ ସବିତା ଜାନୀ ପ୍ରମୂଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.