ନାରୀ ସଚେତନତା କମିଟି ଗଠିତ

କଳାହାଣ୍ଡି,୧୭/୧୦(ନବୀନ କିଶୋର ସାହୁ) : କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ପଞ୍ଚାୟତ ପୁଟିଗାଁ ଠାରେ ନାରୀ ସଚେତନତା କମିଟି ଗଠନ ହୋଇଯାଇଛି। ଏଥିରେ ସଭାନେତ୍ରୀ ଭାବେ ଜୟନ୍ତୀ ସାହୁ, ସମ୍ପାଦିକା ରଶ୍ମିତା ମହାନନ୍ଦ, ଉପ ସଭାନେତ୍ରୀ କେଶରୀ ସାହୁ, ସହ ସମ୍ପାଦିକା ସୁଷମା କୁମାର, କୋଷାଧ୍ୟକ୍ଷ ଭାବେ ଟେଭା ସାହୁ ମନୋନୀତ ହୋଇଛନ୍ତି। ନାରି ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ନେଇ ସଂଗଠନ ଆବ୍ୟଶ୍ୟକ ବୋଲି ନାରୀ ମାନଙ୍କୁ ନେଇ ସଚେତନତା କମିଟି ଗଠନ ହୋଇଛି ବୋଲି ସଭାନେତ୍ରୀ ଶ୍ରୀମତୀ ଜୟନ୍ତି ସାହୁ କହିଛନ୍ତି।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.