ସନ୍ଧିକୁଲିଆରୀ ଗାଁରେ ରକ୍ତ ଦାନ ସଚେତନତା ରାଲି ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଧର୍ମଗଡ,୨୬/୧୦ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ସିନ୍ଧିକୁଳିଆରି ଗାଁରେ ସୋସିଆଲ ଏକ୍ଟିଭିସ୍ଟ ଅଫ କଳାହାଣ୍ଡି ସଂଗଠନ ଓ ଲେପ୍ରା ସୋସାଇଟି ମିଲିତ ଅନୁକୂଲ୍ୟରେ ରକ୍ତ ଦାନ ସଚେତନତା ରାଲି ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଲି ଓ ଚକ୍ଷୁ ଚିକିତ୍ସା ଶିବିର ରେ ଲେପ୍ରା ସୋସାଇଟିର ସିଦ୍ଧାର୍ଥ ମେହେର ଏବଂ ସଂଗଠନର ସଭାପତି ନବିନ କୁମାର ସା, ଉପ ସଭାପତି ମହେଶ୍ୱର ସୁନାନୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୁଖ୍ୟ ଅତିଥି ଭାବେ ଯୁବ ଯାଦବ ବ୍ଲକ ସଭାପତି ଲବଣି ରାଉତ ଯୋଗ ଦେଇଥିଇବା ବେଳେ ଧର୍ମଗଡ ଟିମ୍ ର ମୃତୁଞ୍ଜୟ, ଅଜୟ ସୁନାନୀ, ଅଙ୍କିତ ସେଠି, କିରଣ୍ ହିରଜନ୍ ପ୍ରମୁଖ ସହଯୋଗ କରିଖିଲେ । ସରକାରୀ ଉଚ୍ଚ ବିଦ୍ୟାଲୟ ସନ୍ଧିକୁଲିଆରୀର ଛାତ୍ର ଛାତ୍ରୀ ତଥା ପ୍ରଧାନ ଶିକ୍ଷକ, ଶିକ୍ଷକ ବବୃବାହାନ ବାଗଙ୍କ ସହଯୋଗ କ୍ରମେ ଏହି ରାଲି ଅନୁଷ୍ଠିତ ହୋଇଥିଲା ।

Udyog Nursery
Udyogi Nursery
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.