କବିତା : ସମୟ ସୀମିତ

ସମୟ ସୀମିତ
ଗପଟିର ଲମ୍ବ  ଅମାପ
କେମିତି କହିବି  ?
କେଉଁଠୁ ଆରମ୍ଭ  କରିବି?
ପାଟି ଖୋଲି ପାରୁନି
ମନେ ହେଉଛି
ଆହୁରି ବି ବିତିଯିବ ଅନେକ ବର୍ଷ ।

Omkar Vasthu
Omkar Vasthu

କେତେ  ଆସୁଛନ୍ତି
କେତେ ଯାଉଛନ୍ତି
କାହାକୁ ହେଲେ ଅଟକାଇ  ରଖବି?
କିଏ ବା ସହମତ ହେବ?
ଦିନ ପରେ ଦିନ ଖାଲି
ଗଡ଼ି ଗଡ଼ି ଆଗକୁ ଛୁଟୁଛି ।

Pearl dental clinic
Near Ashish Medical Store, Bhawanipatna

ଏମିତିତ ଏ ଜୀବନର ରୀତି
ଅନ୍ଧାର ଘନେଇ ଆସୁଛି
ଆଲୋକର ପତ୍ତା ହିଁ ମିଳୁନାହିଁ ।

Udyog Nursery
Udyogi Nursery

ସୁଧାଂଶୁ ଶେଖର ପାତ୍ର


                               ପ୍ରଶାନ୍ତି ଭୂମି
                                ଖସିଗୁଡା, ଚିଲିଗୁଡା,
                                କଳାହାଣ୍ଡି –୧୪

———————————————————

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.