ବିପଦସଙ୍କୁଳ ଅବସ୍ଥାରେ ବିଦ୍ଯୁତ୍ ଖୁଣ୍ଟ, ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ବିଦ୍ଯୁତ୍ ବିଭାଗ

ବାଲେଶ୍ବର,୨/୧୧(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ବାଲେଶ୍ବର ମୁନିସପାଲିଟିର ୧୪ ନମ୍ବର ୱାର୍ଡରେ ଥିବା କଂଗ୍ରେସ ଗଳିରେ ବିଦ୍ଯୁତ୍ ଖୁଣ୍ଟଟି ଉପଭୋକ୍ତା ତଥା ଜନସାଧାରଣଙ୍କ ଜୀବନ ମରଣ ପାଇଁ ସମସ୍ଯା ପାଲଟିଛି । ଖୁଣ୍ଟଟି ମୂଳରୁ ଭାଙ୍ଗିଯାଇ ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି । ଯାହାକି ଜନସାଧାରଣଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଛି । ସେହି ଖୁଣ୍ଟି ଉପରେ ନିର୍ଭର କରୁଥିବା ଉପଭୋକ୍ତାମାନେ ବାରମ୍ବାର ଖୁଣ୍ଟ ବାବଦରେ ବିଦ୍ଯୁତ୍ ବିଭାଗକୁ ଜଣାଇ ଆସୁଥିଲେ ମଧ୍ଯ ବିଭାଗ ଶୁଣୁ ନଥିବାର ଜାଣିବାକୁ ପାଇ ଗଣମାଧ୍ୟମର ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ପ୍ରକୃତରେ ଖୁଣ୍ଟଟି ବିପଦ ସଙ୍କୁଳ ଅବସ୍ଥାରେ ଥିବାର ଦେଖିବାକୁ ପାଇଥିଲେ ।

Omkar Vasthu
Omkar Vasthu

ବାରମ୍ବାର ବିଦ୍ଯୁତ୍ ବିଭାଗକୁ ଜଣାଇ ଆସୁଥିଲେ ସୁଦ୍ଧା ମରାମତି କିମ୍ବା ନୂତନ ଖୁଣ୍ଟର ବନ୍ଦୋବସ୍ତ ଦିଗରେ କର୍ଣ୍ଣପାତ କରୁନଥିବାର କହିଥିଲେ ଲୋକମାନେ । ଏଥିରୁ ଯାହା ଜଣାପଡେ ବିଦ୍ଯୁତ୍ ବିଭାଗ ଜାଣିଶୁଣି ଜନସାଧାରଣଙ୍କ ଜୀବନ ସହିତ ଖେଳଖେଳୁଛି । ଏ ବାବଦରେ ବିଭାଗ ସହିତ ଯୋଗାଯୋଗ କରିଥିଲେ ମଧ୍ଯ ସମ୍ଭବ ହୋଇପାରିନଥିଲା । ତେଣୁ ବିଭାଗ ତଦନ୍ତ କରି ଅତିଶୀଘ୍ର ମରାମତି ସହିତ ଏକ ନୂତନ ବସାଇବା ଜନସାଧାରଣଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୂରୀକରଣ ପାଇଁ ଜନସାଧାରଣଙ୍କ ତରଫରୁ ଦାବି ହୋଇଛି ।

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.