ମାଧୁରୀ ବିଜୟଙ୍କୁ ଜେସିବି ସାହିତ୍ୟ ପୁରସ୍କାର-୨୦୧୯

ନୂଆଦିଲ୍ଲୀ,୩/୧୧: ଘୋଷିତ ହୋଇଛି ଆମ ଦେଶର ସର୍ବୋଚ୍ଚ ଅର୍ଥରାଶିର ସାହିତ୍ୟ ପୁରସ୍କାର ‘ଜେସିବି ସାହିତ୍ୟ ପୁରସ୍କାର-୨୦୧୯’। ବେଙ୍ଗାଲୁରୁ ସହରର ୨୭ ବର୍ଷ ବୟସ୍କା ଔପନ୍ୟାସିକା ମାଧୁରୀ ବିଜୟ ତାଙ୍କର ପ୍ରଥମ ଉପନ୍ୟାସ ‘ଦ ଫାର୍ ଫିଲ୍ଡ’ ପାଇଁ ପଚିଶ ଲକ୍ଷ ଟଙ୍କାର ଏଇ ସାହିତ୍ୟ ପୁରସ୍କାର ଲାଭ କରିଛନ୍ତି।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.