କବିତା : ବଣମଲ୍ଲୀ

ସସ୍ମିତା ସାହୁ (ଲିପି)

ବଣର ମଲ୍ଲୀ ତୁ ବଣରେ ଝରିବୁ
କାଇଁ ଖୋଜୁଛୁ ଆଉ ସେ ସୁଖ
ରାଜ ଉଆସରେ ନାହିଁ ତୋର ଭାଗ୍ୟ
ନା କରିପାରିବୁ ପ୍ରଭୁଙ୍କ ଚରଣ ସ୍ପର୍ଶ।

Omkar Vasthu
Omkar Vasthu

ଅସୁମାରୀ ଆଶା ଅସୁମାରୀ ସ୍ୱପ୍ନ
କେତେ ଯେ ତୁ କରିଅଛୁ
ହେଲେ କି କରିବୁ ଏମିତି
ଭାଗ୍ୟକୁ ନେଇ କି ତୁ ଜନ୍ମିଅଛୁ।

Pearl dental clinic
Near Ashish Medical Store, Bhawanipatna

କରିବୁନି ଆଶା ସୁଖ ପାଇଁ କେବେ
ଦୁଃଖ ତୋ ଭାଗ୍ୟରେ ଲେଖା
ଫୁଟି ଚାଲୁଥିବୁ, ଝରି ପଡ଼ୁଥିବୁ
ଏଇଟା ତୋ ଭାଗ୍ୟର କଥା
ବଣମଲ୍ଲୀ ତୁ ଯେ, ବଣରେ ଝରିବୁ
ଏହା ତୋ ଭାଗ୍ୟର ଲେଖା।

Udyog Nursery
Udyogi Nursery

ପୁଟିଗାଁ, କଳାହାଣ୍ଡି


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.