ଧାନ ବିଲରେ ନିଆଁ ଲଗାଇଲେ ଚାଷୀ 

ରୋଗ ପୋକ ଦାଉ ସହ ଋଣ ଚାପରେ ଅତିଷ୍ଠ କୃଷକ 

Omkar Vasthu
Omkar Vasthu

କର୍ଲାମୁଣ୍ଡା,୧୨/୧୦ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସାପଲହରା ପଞ୍ଚାୟତ ଅଧିନସ୍ଥ କଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏହି ଗାଁର ଚାଷୀ ଖଗେଶ୍ବର ଭୋଇ ସାହୁକାରଙ୍କ ଠୁରୁ ଧାର କରଜ କରି ନିଜର ୨ ଏକର ଜମିରେ ସ୍ବର୍ଣ୍ଣା ଧାନ ଚାଷ କରିଥିଲେ । ତେବେ ସେହି ଧାନ ବିଳରେ ରୋଗ ପୋକ ଲାଗି ଜିବାରୁ ରୁଣ ଗ୍ରସ୍ତ ଓ ମାନସିକ ଚାପରେ ରହି ନିଜ ବିଲରେ ନିଅାଁ ଲଗାଇ ଦେଇଥିବା ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna
କର୍ଲାମୁଣ୍ଡାରୁ ବାଲକୁମାର ସାହୁଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.