Block Level Workshop on Child Protection

Kalahandi,19/11 :Block Level Workshop on Child Protection has been organized on Monday in the BEO conference hall at Narla by World Vision India. Narla Block Chairman Mrs. Monorama Mohanty presided over the meeting. Mr. Bedabasya Behera, BDO Narla, Mr. Durgaprasad Mohanty, Vice Chairman, Mrs.  Dipti Kandhapani, CDPO, ABEO Narla, Mrs.  Sasmita Hota, BSSO, Mr.  Kuber Sahu, President Bar Association Narla, Mr. Chiranjibi Goudia, President Sarpanch Union Narla, Sarpanches and Samiti Members from 11 GPs of Narla Block, Mr.  PV Krishna, Program Manager were present in the meeting and discussed on the issues of Child Rights in the area.

Omkar Vasthu
Omkar Vasthu


The objective of the program was to sensitize the leaders from all works of life contributing to the lives of children on this occasion of UNCRC @30 and to present the issues of children so that each of them work towards protection of children.

Pearl dental clinic
Near Ashish Medical Store, Bhawanipatna

The participants in the program also too a vow that they will raise their voices against any form of Child Abuse if they come across. The children from Budipadar presented a heart touching script on Child Marriage.

Udyog Nursery
Udyogi Nursery

Members from different Village Level Child Protection committees, children and respectful leaders participated in it. Mr. John Lima from along with other members of World Vision facilitated the meeting.

—————————————————–

ଶିଶୁ ସୁରକ୍ଷା ନିମନ୍ତେ ଗୋଷ୍ଠୀ ସ୍ତରୀୟ ସଚେତନତା କର୍ମଶାଳା

କଳାହାଣ୍ଡି,୧୯/୧୧ : ୱାର୍ଲ୍ଡ ଭିଜନ ଇଣ୍ଡିଆ ଦ୍ବାରା ନର୍ଲା ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ପରିଷରରେ ସୋମବାର ଶିଶୁ ସୁରକ୍ଷା ନିମନ୍ତେ ଗୋଷ୍ଠୀ ସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ବିଡିଓ ବେଦବ୍ୟାସ ବେହେରା, ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତି, ସିଡିପିଓ ଦିପ୍ତି କନ୍ଧପାଣୀ, ଏବିଓ ନର୍ଲା, ବିଏସଏସଓ ସସ୍ମିତା ହୋତା, ନର୍ଲା ବାର୍ ଆସୋସିଏସନ ସଭାପତି କୁବେର ସାହୁ, ସରପଞ୍ଚ ସଂଘ ସଭାପତି ଚିରଞ୍ଜିବୀ ଗୌଡିଆ, ୧୧ଟି ପଞ୍ଚାୟତର ସରପଞ୍ଚ/ସମିତି ସଭ୍ୟ, ୱାର୍ଲ୍ଡ ଭିଜନ ଇଣ୍ଡିଆ ନର୍ଲା ଏଡିପି ର ପ୍ରୋଗ୍ରାମ ମେନେଜର ପିଭି କ୍ରିଷ୍ଣା ପ୍ରମୂଖ ମଞ୍ଚାସିନ ରହି ଶିଶୁ ଅଧିକାରର ସୁରକ୍ଷା ସମନ୍ଧରେ ଆଲୋକପାତ କରିଥିଲେ ।

ୟୁନିସିଆରସି ଆଗକୁ ୩୦ ବର୍ଷ ପଦାର୍ପଣ କରୁଥିବାରୁ ଏହି ଅବସରରେ ଶିଶୁ ଅଧିକାର ସମନ୍ଧରେ ବିଭିନ୍ନ ଅଧିକାରୀ ଓ ସାଧାରଣ ଜନତାଙ୍କୁ ଅବଗତ କରାଇବା ଓ ଶିଶୁ ମାନଙ୍କ ସମସ୍ୟାକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରି ଶିଶୁ ଅଧିକାରକୁ ଜାହିର କରିବା ନିମନ୍ତେ ସଂକଳ୍ପବଦ୍ଧ କରିବା ଏହି କାର୍ଯ୍ୟକ୍ରମର ଏକ ପ୍ରୟାସ ।

ଏଥିରେ ଉପସ୍ଥିତ ସମସ୍ତ ସଦସ୍ୟ ସପଥ ଗ୍ରହଣ କଲେକି, ଆଗାମୀ ଭବିଷ୍ୟତରେ ଶିଶୁ ମାନଙ୍କ ଅଧିକାର ହାନୀ ସମନ୍ଧିୟ କୌଣସି ବିଷୟରେ ଦେଖିଲେ ତା’ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବେ । ଏହି ଅବସରରେ ବୁଢିପଦର ପ୍ରାଥମିକ ବିଦ୍ୟାଳୟର ଶିଶୁ ମାନଙ୍କ ଦ୍ବାରା ଏକ ସତେତନତା ନାଟକ ପରିବେଷଣ କରାଯାଇଥିଲା ।

ଏହି କର୍ମଶାଳରେ ବିଭିନ୍ନ ଗ୍ରାମର ଶିଶୁ ସୁରକ୍ଷା କମିଟିର ସଦସ୍ୟ, ଶିଶୁ ଓ ସାଧାରଣ ଜନତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜୋହନ ଲିମା ସଂଯୋଜନା କରିଥିବାବେଳେ ୱାର୍ଲ୍ଡ ଭିଜନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.