ଠିକାଦାର ମହାସଂଘର ବିକ୍ଷୋଭ ପ୍ରଦର୍ଶନ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

ବଲାଙ୍ଗିର,୨୪/୧୧ : ଠିକାଦାର ମହାସଂଘ ବଲାଙ୍ଗିର ପକ୍ଷରୁ ଶନିବାର ଏକ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ ମୂଖ୍ୟତଃ ତିନୋଟି ଦାବି ରହିଛି। ସେଗୁଡିକ ହେଲା – ରୟାଲଟି ରସିଦ ଦାଖଲ ନିର୍ଦ୍ଧେଶକୁ ତୁରନ୍ତ ପ୍ରତ୍ୟାହାର କରିବା। ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯କୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ସମସ୍ତ କାର୍ଯ୍ୟର ଦାମ ଆଉଥରେ ନିର୍ଧାରିତ କରାଯାଉ ।

Omkar Vasthu
Omkar Vasthu

୨୦୧୪ ମସିହାରେ ଯେଉଁ ଦାମ ଥିଲା ସେହି ଦାମରେ ଏବେ ଠିକାଦାର ମନେ କାମ କରୁଥିବା ସୁଚନା ଦେଇଛନ୍ତି। ଏବଂ ସବୁଠୁ ବଡ଼କଥା ହେଲା ଆସନ୍ତା ୨୫ତାରିଖ ଭିତରେ ଯଦି ସରକାର ଏହି ସବୁ ନିର୍ଦେଶ ପ୍ରତ୍ୟାହାର ନକରନ୍ତି ତା ହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ସହ ସମସ୍ତ ଲାଇନ କାର୍ଯ୍ୟଳୟ ବନ୍ଦ କରାଯିବ ବୋଲି ଠିକାଦାର ମହାସଙ୍ଘ ଚେତାବନି ଦେଇଛି ।

Pearl dental clinic
Near Ashish Medical Store, Bhawanipatna
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.