ବିଦ୍ୟାଳୟ, ପେକ୍ସ ଓ ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଲେ ଜିଲ୍ଲାପାଳ
ସୋନପୁର,୧୯/୧୨ : ସୁବର୍ଣ୍ଣପୁର ଜିଲ୍ଲା ପାଳ ମୋନିଷା ବାନାର୍ଜୀ ବୁଧବାର ଅଚାନକ ବିଶିମୁଣ୍ଡା ଗ୍ରାମକୁ ପରିଦର୍ଶନ ରେ ଯାଇଥିଲେ । ସେଠାରେ ଥିବା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଯାଇ ଛାତ୍ରଛାତ୍ରିଙ୍କ ସହିତ ମତ ବିନିମୟ କରିବା ସହ ବିଭିନ୍ନ ପ୍ରଶ୍ନ ପଚାରି ବିଝିଥିଲେ । ସେହିପରି ବିଶିମୁଣ୍ଡା ପେସ୍କ ବୁଲି ଚାଷିମାନେ ଯେମିତି ସେମାନଙ୍କ ପ୍ରାପ୍ତ ଠିକ ଭାବେ ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ କର୍ମଚାରି ମାନଙ୍କୁ ପରାମର୍ଶ ଦେଇଥିଲେ । ପରେ ଅଙ୍ଗେନ ବାଡି ପରିଦର୍ଶନ କରି ବିଭିନ୍ନ କାଗଜ ପତ୍ର ଯାଂଚ କରିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
________________________________________