କୋଭିଡ୍-୧୯: ଦିନକରେ ଭୁବନେଶ୍ୱରରେ ୧୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୫/୪: ରାଜ୍ୟରେ କୋଭିଡ୍-୧୯ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ବରରେ ଆଜି ଦିନକରେ ୧୮ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Omkar Vasthu
Omkar Vasthu

ଆଜି ଅପରାହ୍ଣରେ ଭୁବନେଶ୍ୱରରେ ୨ଜଣ ସଂକ୍ରମିତ ଚିହ୍ନତ ହୋଇଥିବା ବେଳେ ଏବେ ଆହୁରି ୧୬ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.