ଭୁବନେଶ୍ୱର,୬/୪: ଆଜି ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସମ୍ପୃକ୍ତ ଯୁବକ ଜଣକ କେନ୍ଦ୍ରାପଡ଼ାର ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡ଼ିଛି।
One 32 years male from Kendrapada who had returned from Dubai on 24 March is confirmed positive for COVID-19.
— H & FW Dept Odisha (@HFWOdisha) April 6, 2020
ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରାଯାଇଛି। ଆଜିର ମାମଲା ସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୦ ଛୁଇଁଛି।