ବଲାଙ୍ଗିର,୧୪/୬: ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଦ ପଞ୍ଚାୟତ ଜୁଏରପଡା ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପ୍ରାପ୍ତ ସୂଚନା ଅନୁସାରେ ଏହି ଗାଁର ଗୋବିନ୍ଦ ପୁଟେଲ (୪୫) ନିଖୋଜ ଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରି ପାଇ ନଥିଲେ । ପରେ ଏକ ଫଲସା ଗଛରୁ ଝୁଲନ୍ତା ଅବସ୍ଥାରେ ଗୋବିନ୍ଦଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ କରୁଛି ପୁଲିସ ।
ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in