କୋଭିଡ ଯୋଦ୍ଧାଙ୍କ ପାଇଁ ଶପଥ ପାଠ

କଳାହାଣ୍ଡି,୫/୭: ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ମ.ରାମପୁର ଗ୍ରାମ ପଂଚାୟତ ତରଫରୁ ସରପଞ୍ଚ ଚିତ୍ତ ରଞ୍ଜନ ବାଗଙ୍କ ନେତୃତ୍ୱରେ ଶପଥ ପାଠ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ସପନ କୁମାର ପଟ୍ଟନାୟକ, ଜୟ କୁମାର ସିଂହଦେଓ, ପିଇଓ ଫଗନୁ ଗହୀର, ଜିଆରଏସ ଵୈବସୁତ ସାହୁ, ସାମ୍ବାଦିକ ଉଦ୍ଧବ ପଣ୍ଡା, ହେମନ୍ତ ସାହୁ, ସଂଯୁକ୍ତା ପୁରୋହିତ, ଅମିତ କୁମାର ଅଗ୍ରୱାଲ ପ୍ରମୁଖ ସାମାଜିକ ଦୂରତା ସହ ମାସ୍କ ପାରିଧାନ ପୂର୍ବକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ବାସ୍ତବିକ ଓଡିଶାରେ କୋଭିଡ ଯୋଦ୍ଧାଙ୍କ ଉଦ୍ୟମରେ ପ୍ରଶଂସନୀୟ ବୋଲି କାର୍ଯ୍ୟକ୍ରମ ପରେ ମତପ୍ରକାଶ ପାଇଥିଲା।

ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.