ଉତ୍କଳ ବିକାଶ ପରିଷଦ ବେଣ୍ଟକାର ଶାଖା ପକ୍ଷରୁ ଦୀପଦାନ ଉତ୍ସବ

କଟକ,୬/୮: କଟକ ସଦରର ଅଗ୍ରଣୀ ସମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ, ବେଣ୍ଟକାର, ୪୨ ମୌଜ଼ା ଶାଖା ପକ୍ଷରୁ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଭୂମି ପୂଜନ ଉତ୍ସବ, ଶୁଭ ଶିଳାନ୍ୟାସ ପବିତ୍ର ଅବସରରେ ଭକ୍ତି ଦୀପଦାନ କରାଯିବା ସହ କରୋନା ମହାମାରୀରୁ ଦେଶର ମୁକ୍ତି ପାଇଁ ପ୍ରାର୍ଥନା କରାଯାଇଛି। ପରିଷଦ ପକ୍ଷରୁ ବେଣ୍ଟକାର ଗ୍ରାମ ସ୍ଥିତ ସାହାବାଜ ସାହି ପ୍ରାଙ୍ଗଣରେ ସାମାଜିକ ଦୂରତା ବଜାୟ ରଖି କର୍ମକର୍ତ୍ତା ବର୍ଗ ଦୁଃଖୀଶ୍ୟାମ ସାହୁ, ବିଶ୍ୱରଂଜନ ସେଠୀ, ଶଶି ପ୍ରସାଦ ସେଠୀ, ଜଗଦୀଶ ଭାଇ, ଅନୀଲ ଭାଇ, ସଙ୍ଗୀତ ନିର୍ଦ୍ଦେଶକ ଦିଲ୍ଲୀପ କୁମାର, ବିଶ୍ୱରଂଜନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକୁ ସଫଳ କରିଛନ୍ତି। ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ କର୍ମକର୍ତ୍ତା ମାନଙ୍କର ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଛନ୍ତି।

Omkar Vasthu
Omkar Vasthu

Click here to get 24×7 News & Views alerts👇🏻

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.