ଡରାଉଚି କରୋନା : ପଞ୍ଚାୟତବାସୀଙ୍କ ସୁରକ୍ଷା ଚିନ୍ତାରେ ସରପଞ୍ଚ

ପୁଣି ସଟଡାଉନ ହେଲା ବ୍ଲକର ୨ଟି ପଞ୍ଚାୟତ

କକୋକସରା,୭/୮: କୋକସରା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଞ୍ଚିଛି । ବ୍ଲକର ଡାଲଗୁମା, ରେଙ୍ଗାଳପାଲି ଓ ବରାଡ଼ଙ୍ଗା ପଞ୍ଚାୟତରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟି ରେ ରଖି ଶୁକ୍ରବାର ବରାଡ଼ଙ୍ଗା ପଞ୍ଚାୟତକୁ ୪୮ ଘଣ୍ଟା ସଟଡାଉନ କରିଛନ୍ତି ସରପଞ୍ଚ ଗୋକୁଳ ନାଏକ । ସେହିପରି ଭାବେ ଖୁଣ୍ଟିଆ ପଞ୍ଚୟତକୁ ୪୮ ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଧର୍ମବ୍ରତ ପଣ୍ଡା । ସଟଡାଉନର ଅବଧି ମଧ୍ୟରେ ଜରୁରୀକାଳୀନ ସେବାକୁ ଛାଡି ସମସ୍ତ ଦୋକାନ ବଜାର ଏବଂ ଅଫିସ ବନ୍ଦ ରହିବ ।

Omkar Vasthu
Omkar Vasthu

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.