ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି,୧୫/୮: କର୍ଲାମୁଣ୍ଡା ବ୍ଲକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆଜି ରିଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜ ଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ ଘର ସଭାପତି ତଥା କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ସମ୍ପାଦକ ନରୋତ୍ତମ ସେଲମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବାଦ ବ୍ଲକ ପ୍ରତିନିଧି ଭଜଶ୍ୟାମ ସାହୁ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ବେଳଖଣ୍ଡି ପଞ୍ଚାୟତ ଡିଗ୍ରୀ କଲେଜ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାସ, ରିଷିଡା ଜଗନ୍ନାଥ ଡିଗ୍ରୀ କଲେଜ ଅଧ୍ୟାପକ ଶରତ କୁମାର ସାହୁ, ହିରୋଜ କୁମାର ଚାନ୍ଦ, ଘନଶ୍ୟାମ ସାହୁ, କ୍ରୀଡା ଶିକ୍ଷକ ଲଳିତ କୁମାର ସାହୁ, କ୍ଷୀରୋଦ ସାହୁ, ମକୁନ୍ଦ ରଣା, ଶିବ ପ୍ରସାଦ ରଣା, ନବୀନ କୁମାର ରଣା, ଭଗବାନ ରଣା ପ୍ରମୁଖ ଉପସ୍ଥିତ ରହି କଲେଜ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ।

Udyog Nursery
Udyogi Nursery

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.