ମ.ରାମପୁର ବ୍ଲକ୍‌ରେ ପୁଣି୬ କରୋନା ପଜିଟିଭ ଚିହ୍ନଟ

କଳାହାଣ୍ଡି,୧୭/୮: ସୋମବାର କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ ହେଇଥିବା ଜଣାଯାଇଛି । ରବିବାର ଗୋଟିଏ ପଜିଟିଭ ମ.ରାମପୁର ଜୟନ୍ତୀନଗରପଡ଼ାରେ ଚିହ୍ନଟ ହେବାପରେ ଉକ୍ତ ଅଂଚଳକୁ କଣ୍ଟେନମେଂଟ ଜୋନ ଘୋଷଣା କରାଯାଇଥିଲା । ଠିକ୍ ସେହିପରି ସୋମବାର ଚିହ୍ନଟ ତିନିଜଣ ଗୌଡ଼ପଡ଼ା ଅଂଚଳରୁ ହେଇଥିବାଯୋଗୁଁ ଉକ୍ତ ଅଂଚଳକୁ ଓ ଦେଢଶୂଳୀପଂଚୟତ କାଉପଦରର ଗୋଟିଏ ପରିବାର ୩ଜଣ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଉକ୍ତ ଦୁଇ ଅଂଚଳକୁ ପ୍ରଶାସନ ତରଫରୁ କଣ୍ଟେନମେଂଟ ଜୋନ ଘୋଷଣା କରିବା ସହିତ ସମସ୍ତଙ୍କ କଣ୍ଟାକ ଟ୍ରାସିଂ ଚାଲୁରହିଥିବା ପ୍ରକାଶ କରିଛନ୍ତି ତହସିଲାଦର ସୟଦ ଇସାକ ମଦିନା । ଏଥି ସହିତ ସମସ୍ତେ ଘରେ ରହିବା ସହିତ ସାମାଜିକ ଦୂରତା ବଜାୟ ରଖି ନିଜକୁ ସୁରକ୍ଷିତ ଓ ସୁସ୍ଥ ରହିବାକୁ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.