ଟିଟିଲାଗଡ: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ୍ ସୂର୍ଡ଼ା ସ୍ଥିତ ମା’ ଦ୍ୱରସେନି ଯୁବକ ସଂଘର ନୂତନ କର୍ମକର୍ତ ଚୟନ ହୋଇଯାଇଛି। ସଂଘର ଆବାହକ ହରେଶ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସଭାପତି ଭାବେ ସଞ୍ଜୟ ଛତ୍ରିଆ, ଉପଭାପତି ନରେଶ ରଣା, ସାଧାରଣ ସମ୍ପାଦକ ମୁକୁନ୍ଦ ଭୋଇ, ପୂର୍ଣ୍ଣ ସୁନା, ବିସମ୍ବର ଭୋଇ, ସମ୍ପାଦକ ମୁରଲୀ ବଗର୍ତ୍ତୀ, କୋଷାଧ୍ୟକ୍ଷ ମୁକୁନ୍ଦ ବଗର୍ତ୍ତୀ ପ୍ରମୁଖ ମନୋନିତ ହୋଇଥିଲେ। ଏଥିରେ ଉମେଶ ରଣା, କିଶନ ବଗର୍ତ୍ତୀ, ପିତମ୍, କ୍ଷେତ୍ର, ବାବୁଲାଲ, ନିଲାମ, ଲୁଚନ୍ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।