ଗାଁକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କଲେ ଲାଞ୍ଜିଗଡ଼ ବିଡ଼ିଓ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମଗୁଡା ପଞ୍ଚାୟତ ରେଡା ପଦର ଗ୍ରାମର ଟଙ୍କ ମାଝୀ (୬୫)ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଧାନ କରିଛନ୍ତି ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର।ଟଙ୍କ ମାଝୀ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିଲେ। ଏନେଇ ଲାଞ୍ଜିଗଡ଼ ବିଡ଼ିଓ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ ପରେ ମଙ୍ଗଳବାର ବିଡ଼ିଓ ଶ୍ରୀ ମିଶ୍ର ଓ ବ୍ଲକ ସମ୍ପ୍ରସାରଣ ଅଧିକାରୀ ସୁଜିତ କୁମାର ସାହୁ କଦମଗୁଡା ପଞ୍ଚାୟତର ରେଢା ପଦର ଗାଁକୁ ଯାଇ ଗାଁର ବିଭିନ୍ନ ସମସ୍ୟା ବିଷୟରେ ଗାଁ ଲୋକଙ୍କ ସହିତ ଆଲୋଚନା କରିବାସହ‌ ଟଙ୍କ ମାଝୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.