କବିତା: ଆକାଶେ ଜୀବନ


✍🏾ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ଫିଂଗି ଦେବି ବୋଲି
ଯେତେ ଚେଷ୍ଟା କଲେ ବି
ଫିଂଗି ହେଉଚି କି !
ମୋ ଆଲ଼ମାରି
ସଫା କରିବା ଇଚ୍ଛା ରେ
ଦରାଣ୍ଡୁ ଦରାଣ୍ଡୁ
ମିଳିଲା :
ବୋଝେ ମୁଦ୍ରିତ ଅକ୍ଷର
ସ୍ମୃତି ସବୁ ଜୀଅନ୍ତା ପଣରେ
ପୁରିଲା ପୁରିଲା ।
ଜୀବନ ର ଛିଟିକା ସବୁ
ଲେସି ହେଇଚନ୍ତି
ମୁଦ୍ରିତ ଅକ୍ଷର ସବୁରେ ॥
ଝଲ଼କି ଗଲା !!!

Omkar Vasthu
Omkar Vasthu
କୋଲନରା, ରାୟଗଡ଼ା ଜିଲ୍ଲା
ମୋ: ୮୯୧୭୩୨୪୫୨୫

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.