ନର୍ଲାକୁ କଣ୍ଟେନମେଣ୍ଟ ଜୋନ ସହ ସପ୍ତାହ ବ୍ୟାପି ସଟଡାଉନ୍ ଘୋଷଣା କଲେ ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ

କଳାହାଣ୍ଡି, (ନିରଞ୍ଜନ ଗଉଡ): କରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲାକୁ ଅପ୍ରେଲ ୨୫ ତାରିଖରୁ ସପ୍ତାହ ବ୍ୟାପି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ ଆସନ୍ତା କାଲି (ରବିବାର) ସାପ୍ତାହିକ ବଜାର ସହ ସମସ୍ତ ଦୋକାନ ବନ୍ଦ କରିବାକୁ ଘୋଷଣା କରିବା ସହ ଅତିଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.