ଜୁନାଗଡ,୧୭/୨: ଜୁନାଗଡ ଯୁବକ ସଂଘ, ସର୍ବ ଦଳୀୟ ତଥା ଅବାଳ ବୃଦ୍ଧ ବନିତା ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇ ଥିବା ୪୪ ରୁ ଉର୍ଦ୍ଧ ସି.ଆର.ପି.ଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
 ଜୁନାଗଡ଼ କଲେଜ ଛକରୁ ମହମବତୀ ଜାଳି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଥିବାବେଳେ ଏକ ମହମବତୀ ଶୋଭାଯାତ୍ରାରେ ଜୁନାଗଡ଼ ନଗର ପରିକ୍ରମା କରି ଥିଲେ । ଲଙ୍କେଶ୍ବରୀ  ମନ୍ଦିର ଠାରେ ସୈନିକଙ୍କ ପ୍ରତିକ ରଖି ଧୂପକାଠି ଓ ଫୁଲରେ ପୂଜା କରି ଚାରି ପାଖରେ ମହମବତୀ ଜାଳି ଅଶୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।