୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟ୍ରକ ଡ୍ରାଇଭର ମୃତ

କେସିଙ୍ଗା/ବଲାଙ୍ଗୀର, ୨୭|୮ (ବର୍ଦ୍ଧମାନ ଜୈନ): ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଳକ ଡୁଙ୍ଗୁରୁପାଲିଠାରେ ଏକ ଅଭାବନୀୟ ଦୃଷ୍ୟ ଦେଖିବାକୁ ମିଳିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ [ଓଡି୧୯ ଏଲ୍୯୮୧୨]ର ଡ୍ରାଇଭର ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ତୁସୁରା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.