କେଗାଁଠାରେ ଜନ୍ମାଷ୍ଟମୀ ପାଳିତ

କଳାହାଣ୍ଡି, ୩୧ା୮ (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଅଗ୍ରୱାଲ ବସ୍ତିଠାରେ ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହୋଇଯାଇଛି । ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ସମସ୍ତ ବସ୍ତି । ଏଥିପାଇଁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୂଜାସ୍ଥଳିକୁ ଆକର୍ଷଣିୟ ଆଲୋକ ମାଳା ସୁସ୍ୱଜ୍ଜିତ କରାଯାଇଥିଲା । ବିଶେଷ କରି ମହିଳା ଓ ଛୋଟ ଛୋଟ ପିଲାମାନଙ୍କ ମନରେ ଅନେକ ଉତ୍ସାହ ଥିଲା ଜନ୍ମାଷ୍ଟମୀ ପାଇଁ । ଛୋଟ ଛୋଟ ପିଲାମାନେ ନିଜକୁ କୃଷ୍ଣ ଓ ରାଧା ବେଶରେ ସଜ୍ୱିତ କରିଥିଲେ । ସମସ୍ତେ ଗୋଟିଏ ଜାଗାରେ ଏକତ୍ରିତ ହୋଇ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିବା ସହିତ ମଧ୍ୟରାତ୍ର ପର୍ଯ୍ୟନ୍ତ ଅପେକ୍ଷା କରି ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ କରିଥିଲେ ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.