ମାଁ ଗଙ୍ଗାଦେବୀଙ୍କ ନବରାତ୍ର ପୂଜାରମ୍ଭ ଓ ଘଟ ପରିକ୍ରମା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁରର ପ୍ରସିଦ୍ଧ ଠାକୁରାଣୀ ‘ମାଁ ଗଙ୍ଗାଦେବୀ’ଙ୍କ ନବରାତ୍ର ପୂଜା ଆରମ୍ଭ ହେଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜା ଆରମ୍ଭ ହେବା ସହିତ ମାଁଙ୍କ ନୂତନ ଘଟ ନଗର ପରିକ୍ରମା କରୁଛି । ଗତ ଦୁଇ ତାରିଖରୁ ଆରମ୍ଭ ହେଇଥିବା ଏହି ନବଦିନାତ୍ମକ ଯାତ୍ରା ଆସନ୍ତା ଦଶ ତାରିଖରେ ମାଁଙ୍କ ଯାତ୍ରା ସହିତ ସମାପନ ହେବ ବୋଲି ଜଣାଯାଇଛି । ପ୍ରତିଦିନ ବର୍ଷ ମାଁଙ୍କର ଘଟ ପରିବର୍ତ୍ତନ କରାଯାଇ, ନୂତନ ଘଟକୁ ନବରାତ୍ରରେ ନଗର ପରିକ୍ରମା କରିବା ସହିତ ଯାତ୍ରା ପରେ ମନ୍ଦିରରେ ସ୍ଥାପନ କରାଯାଏ ବୋଲି ପୂଜା ମୁଖ୍ୟ ବୁଧେନ୍ଦ୍ର ପ୍ରତାପ ସିଂହଦେଓ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.