ତପନ କୁମାର ସାହୁଙ୍କ କବିତା : ମୁଇଁ ନେତା ହେମି 

ମୁଇଁ ନେତାହେମି
ଦୁନିଆ ଯାକର ଟକା ପଏସା
ଚୂରେଇ ଲୁକେଇ ଖାଏମି
ଚାଏର ଚକିଆ ଗାଡି ଧରି
ଏସି ଘରେ ରହେମି
ମୁଇଁ ନେତା ହେମି ।

Omkar Vasthu
Omkar Vasthu

ଦିନକୁ ଗୁଟେ ଯୋଜନା କରି
ସବକୁ ଭକୁଆ ବନାମି
ଭୋଟବେଳେ ଜୁହାର ମୁଡ଼ିଆ
ସରଲେ ଲାତ ବିଧା ମାରାମି
ଥରେ ଇଥର ମୁଇ ଘାଏଁ
ମୁଇଁ ନେତା ହେମି ।

Pearl dental clinic
Near Ashish Medical Store, Bhawanipatna

ଯିଏ ମଲେ କାଏଁ ଯଉଛେ
ମର ପେଟ ପୁରୁ
ଠକି ଭଣି ଖିଆ ମୁଇଁ
ହେମି ରାଜନୀତିର ଗୁରୁ
ପିଲାଛୁଆ ପଢବେ ବିଦେଶେ
ଘର ହେବା ମୋର ବଙ୍ଗଳା
ଘିଛି ଘିଛି ଗରିବ ଦୁଖିକେ
ଭିକାରି ବନାମି
ଇଥର ମୁଇ ନେତା ହେମି ।

Udyog Nursery
Udyogi Nursery

ହେଲିକେପ୍ଟରେ ଉଡି ବୁଲମି
ଉଡ଼ାଜାହାଯେ ବସମି
ଦେଶ ବିଦେଶ ର ଚଷମା ଘଣ୍ଟା ଘିନମି
ଘରୁ କିଏ ଦଉଛେ ପଏସା
ମୋର ଲାଗି ସବୁ ଫ୍ରି
ଧନ ବଢବା ମାନ ବଢ଼ବା
ହେମି ପଧାନ ମନ୍ତ୍ରୀ
ମୁଇ ଏକା ରଜା ଇନ
ସଭେଁ ଇନ ମୋର ଚମଚା
ଠକି ଭଣି ସବୁଧନ
ମୋର ଭଣାର ଘରେ ଭରମି
ମୁଇଁ ନେତା ହେମି ।


ଟକାରୁମାଲ, କର୍ଲାମୁଣ୍ଡା,
କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.