ଫ୍ୟୁଜ ବାନ୍ଧିବା ବେଳେ ଜଳିଗଲେ କର୍ମଚାରୀ

ଝାରସୁଗୁଡା,୩/୧୨: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ରେଙ୍ଗାଲି ଗାଁରେ ଥିବା ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବା ବେଳେ ଅଘଟଣ। ହଠାତ ବିଦ୍ୟୁତ ଚାର୍ଜ ହେବାରୁ ଜଣେ ଠିକା କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ସକାଳ ପ୍ରାୟ ୮ରେ ଝରଗାଁ ଠାରେ ଥିବା ଟ୍ରାନ୍ସଫର୍ମର ଫ୍ୟୁଜ ବାନ୍ଧି ଆସିଥିଲେ। କାମ କରୁଥିବା ସମୟରେ ହଠାତ ଲାଇନ ଚାର୍ଜ ହେବାରୁ ଜୀବନ୍ତ ଜଳିଯାଇଥିଲେ। ମୃତକ ଜଣକ ହେଲେ ଛତିଶଗଡ଼ ସରିଆ ଅଂଚଳର କାହ୍ନୁଚରଣ ସାହୁ। ରେଙ୍ଗାଲୀ ପୁଲିସ ପହଞ୍ଚି ତଦନ୍ତ କରୁଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.