ଉନ୍ଦେର ନଦୀରେ କୁମ୍ଭୀର: ଆତଙ୍କିତ ଜନସାଧାରଣ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଟିଟିଲାଗଡ ଦେଇ ପ୍ରବାହିତ ହେଉଥିବା ଉନ୍ଦେର ନଦିରେ କୁମ୍ଭୀର ଥିବା ଜଣାପଡ଼ିଛି। ସୁଗନାଭଟା ଗାଁ ଏବଂ ସିଲୁଆ ଗାଁ ମଝି ନିକଟରେ ଥିବା ଉନ୍ଦେର ନଦୀ କୂଳରେ ଆଜି ଦୁଇଟି କୁମ୍ଭୀର  ଦେଖାଯାଉଛନ୍ତି। ଆଜି ସକାଳୁ ଏହି ଦୁଇଟି ଗାଁର ଲୋକେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୁମ୍ଭୀରକୁ ଦେଖିବାକୁ ପାଇଥିଲେ। ନଦୀ ପଠାରେ କୁମ୍ଭୀର ଦେଖାଦେବା ପରେ ଏବେ ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି। ଗାଁ ଲୋକେ କୁମ୍ଭିର ଥିବାନେଇ ବନ ବିଭାଗକୁ ଖବର ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.