ଓଡ଼ିଆ ବାର୍ତ୍ତା/ ଉମରକୋଟ: ନଵରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର କାରାଗାଁ ଗ୍ରାମ ପଞ୍ଚାୟତର ବାଙ୍ଗାପାଲୀ ପୂଜାରୀ ଗୁଡ଼ା ଠାରେ ଜିଲ୍ଲା ଉତ୍କଳ ଯାଦବ ମହାସଭା ଓ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭା ଶାଖା-ନଵରଙ୍ଗପୁର, ଜିଲ୍ଲାର ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ପର୍ଶୁରାମ ନାୟକଙ୍କ ଅଧ୍ୟକ୍ଷତାରେ ଵ୍ଳକ ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନଵରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକର ସଭାପତି, ସଂପାଦକ, କୋଷାଧ୍ୟକ୍ଷ, ନାୟକ, ପାଇକମାନେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ନଵରଙ୍ଗପୁର ଜିଲ୍ଲା ସଭାନେତ୍ରି ଶ୍ରୀମତୀ ସୁଜାତା ଗୈଡ, ସମ୍ମାନିତ ଅତିଥି ଭାବେ ଉମରକୋଟ ଵ୍ଳକ ସଭାପତି ଶ୍ରୀ ଖଗଗୈଡ, ସଂପାଦକ ଶ୍ରୀ ତ୍ରିନାଥ ଗୈ।ଡ, ସମିତି ସଭ୍ୟ ପ୍ରଦୀପ ଗୈ।ଡ, ମନୁଗୈ।ଡ, ନେତ୍ର ଗୈ।ଡ, ନେତ୍ର ଗୈ।ଡ, ଡାବୁଗାଁ ଵ୍ଳକର ସଭାପତି କୃପାସିନ୍ଧୁ ଗୈ।ଡ, କଷାଗୁମୁଡା ଵ୍ଳକର ସଭାପତି ବୈଦନାଥ ଗୈ।ଡ, ଅର୍ଜୁନ ନାୟକ, ପାପଡାହାଣ୍ଡି ଵ୍ଳକର ସଭାପତି ଯଗବନ୍ଧୁ ଗୈ।ଡ, ତେନ୍ତୁଳିଖୁଣ୍ଟି ବ୍ଲକର ସଦସ୍ୟ କୃଷ୍ଣ ଶେଖର ନାୟକ, ନଵରଙ୍ଗପୁର ଵ୍ଳକର ସଭାପତି ବଳରାମ ଗୈ।ଡ, ଯୁଦ୍ଧେଷ୍ଟି ଗୈ।ଡ, ରାଧାକୃଷ୍ଣ ନାୟକ, ସନାଧର ନାୟକ, ଦାଶରଥି ନାୟକ, ନିଳାମ୍ବର ଗୈ।ଡ, ଫଗନୁ ଗୈ।ଡ, ହାଡ଼ି ଗୈ।ଡ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉମରକୋଟ ବ୍ଲକ ମଣ୍ଡଳ -୨ର ନୁତନ କୋମିଟି ଗଠନ କରାଯାଇଥିଲା। ଶରଣ ଗୈ।ଡ ସଭାପତି, ସଦା ଗୈ।ଡ, ଭଦ୍ର ଗୈ।ଡ, ଉପସଭାପତି, କୁମ ଗୈ।ଡ, ଘରନ ଗୈ।ଡ ସଂପାଦକ, ଦୁର୍ଜନ ଗୈ।ଡ କୋଷାଧକ୍ଷ, ପଦ୍ମ ଗୈ।ଡ ନାୟକ, ହିରାସିଂ ଗୈ।ଡ, ନିଳମ ଗୈ।ଡ ପାଣିଗ୍ରାହି, ଓ ଜୟନ୍ତି ଗୈ।ଡ ସଭାନେତ୍ରୀ, ରଶ୍ମିତା ଗୈ।ଡ ସଂପାଦିକା ବାଲି ଗୈ।ଡ କୋଷାଧକ୍ଷ, ପଦ ପାଇଥିଲେ। ଏହି ସଭାରେ ସମାଜର ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଶେଷରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ତଥା ଜିଲ୍ଲା ଉତ୍କଳ ଯାଦବ ମହାସଭା ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ପର୍ଶୁରାମ ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।





