କଳାହାଣ୍ଡି: କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ସମାପ୍ତ ହେଇଛି। ୨୦୨୦-୨୦୨୧ ବର୍ଷ ପାଇଁ ସଭାପତି ଭାବରେ ଶ୍ରୀ ନାରାୟଣ ପ୍ରସାଦ ପଟ୍ଟନାୟକ, ଉପସଭାପତି ଭାବେ ଶ୍ରୀ ଅନୁପ କୁମାର ଜେନା, ସମ୍ପାଦକ ଶ୍ରୀ ବଟ କୃଷ୍ଣ ଆଚାର୍ଯ୍ୟ ସହ ସମ୍ପାଦକ ଶ୍ରୀ ଯଶୋବନ୍ତ ନାଏକ, କୋଷାଧ୍ୟକ୍ଷ ଭାବେ ଶ୍ରୀ ଶୁଭ୍ରାଂଶୁ ଶେଖର ସାହୁ ଓ କାର୍ଯ୍ୟକାରୀ ସଭ୍ୟ ରେ ଶ୍ରୀ ସୁଧୀର ପଣ୍ଡା, ଶ୍ରୀ ଶୈଳେଶ ବେହେରା, ଶ୍ରୀ ପ୍ରଶାନ୍ତ ବାରିକ, ଶ୍ରୀ କୁନାଲ ବେହେରା, ମାନସ ମହାନ୍ତି ଏବଂ ଶ୍ରୀ ଭବାନୀ ସାହୁ ପ୍ରମୁଖ ନିର୍ଦ୍ୱନ୍ଦରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହେଇଛନ୍ତି।