ଓଲଟିଲା କୋଇଲା ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର, ହେଲପର୍

କଳାହାଣ୍ଡି,୩/୧୨: ମ.ରାମପୁର ଥାନା ଅନ୍ତର୍ଗତ ପଲମ ଜୋର (ଜାତୀୟ ରାଜପଥ:୫୯)ପାଖରେ ଏକ କୋଇଲା ବୋଝେଇ ଟ୍ରକ(ଓଡ଼ି୧୩ଏଫ,୫୩୯୨) ଶୁକ୍ରବାର ରାତି ପ୍ରାୟ ଏଗାରଟା ବେଳେ ଭାରସାମ୍ୟ ହରାଇ ବିଲ ଭିତରେ ଓଲଟି ପଡ଼ିଥିବାବେଳେ ଡ଼୍ରାଇଭର ଓ ହେଲପରଙ୍କ ଜୀବନ ରକ୍ଷା ହେଇଯାଇଚି । ତେବେ ଗତ ଏକ ସପ୍ତାହ ଭିତରେ ଏହି ଗୋଟିଏ ନିକଟରେ ଦୁଇଟି ଟ୍ରକ ଓଲଟିବା ଦେଖାଯାଇଛି ।

  • ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.