କଳାହାଣ୍ଡି,୩/୧୨: ମ.ରାମପୁର ଥାନା ଅନ୍ତର୍ଗତ ପଲମ ଜୋର (ଜାତୀୟ ରାଜପଥ:୫୯)ପାଖରେ ଏକ କୋଇଲା ବୋଝେଇ ଟ୍ରକ(ଓଡ଼ି୧୩ଏଫ,୫୩୯୨) ଶୁକ୍ରବାର ରାତି ପ୍ରାୟ ଏଗାରଟା ବେଳେ ଭାରସାମ୍ୟ ହରାଇ ବିଲ ଭିତରେ ଓଲଟି ପଡ଼ିଥିବାବେଳେ ଡ଼୍ରାଇଭର ଓ ହେଲପରଙ୍କ ଜୀବନ ରକ୍ଷା ହେଇଯାଇଚି । ତେବେ ଗତ ଏକ ସପ୍ତାହ ଭିତରେ ଏହି ଗୋଟିଏ ନିକଟରେ ଦୁଇଟି ଟ୍ରକ ଓଲଟିବା ଦେଖାଯାଇଛି ।
- ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in