ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ବଲାଙ୍ଗିର ଜିଲ୍ଲା ସମ୍ପାଦକ ଓ ସଇଁତଲା ବ୍ଲକ ସଭାପତି ନିଯୁକ୍ତ

ବଲାଙ୍ଗିର,୧୪/୧୧ : ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଅଧ୍ୟକ୍ଷ ବଳରାମ ସିଂ ଯାଦବ ବଲାଙ୍ଗିର ଜିଲ୍ଲା ସମ୍ପାଦକ ଓ ସଇଁତଲା ବ୍ଲକ ସଭାପତି ନିଯୁକ୍ତ କରିଥିବା ଜଣା ପଡିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା ସମ୍ପାଦକ ଭାବରେ ପଞ୍ଚା ବଗର୍ତ୍ତୀ ଯାଦବ ଓ ସଇଁତଲା ବ୍ଲକ ସଭାପତି ଭବେ ଗୋକୁଳାନନ୍ଦ ବଗର୍ତ୍ତୀ ଯାଦବ ନୂତନ ଦାଇତ୍ବ ଗ୍ରହଣ କରିଛନ୍ତି ।  

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.