ଚନ୍ଦ୍ର ଚନ୍ଦନ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ

ବଲାଙ୍ଗିର,୧୯/୧୨:
ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡିଆ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ଉଦିୟମାନ ଯୁବ ନେତୃତ୍ବ ଚନ୍ଦ୍ର ଚନ୍ଦନ । ଜାତୀୟ ଯୁବ କଂଗ୍ରେସ ର ନେସନାଲ ଇନଚାର୍ଜ – ସୋସିଆଲ ମିଡିଆ ବୈଭବ ୱାଲିଆ ଏକ ପ୍ରେସ ଇସ୍ଥାହାର ମାଧ୍ୟମରେ ଶ୍ରୀଯୁକ୍ତ ଚନ୍ଦନଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାଇଛନ୍ତି । ଶ୍ରୀଯୁକ୍ତ ଚନ୍ଦନ ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ରୂପେ ନିଯୁକ୍ତ ହୋଇଥିବାରୁ ବଲାଙ୍ଗିର କଂଗ୍ରେସରେ ଖୁସିର ଲହରି ଖେଳିଯାଇଛି । ବଲାଙ୍ଗିର ଜିଲ୍ଲା କଂଗ୍ରେସର ରୁପେଶ ବେହେରା, ଅଭିଷେକ ପଟ୍ଟନାୟକ, ସୁରେନ୍ଦ୍ର ସିଂଭୋଇ, ରଜତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହୁ , ପ୍ରେମ ଭୋଇ, ଦୀପକ ଅଗ୍ରୱାଲ, ଗୁଣ ସାଗର ମାଝୀଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ଶ୍ରୀଯୁକ୍ତ ଚନ୍ଦନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Report by Debendra Kumar Joshi, Bolangir Correspondent odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.