ନେପାଲ ଧଙ୍ଗଡାମାଝୀଙ୍କ କବିତା : ପେଥେଇ

ପାନିର ନା ପେଥେଇ
ସୁନଲେ ମୁଡ ଜିବା ବଥେଇ
ଘରୁନ୍ ଦୁଆରକେ ବାରିଲେ
ଦେହେ ଜିବା ସିତେଇ
ପିନ୍ଦବାକେ ମନ୍ ଲାଗୁଚେ
ସୁଇଟର୍ ଉଡବା କେ ସାଲ୍
ଆର କେତେ ଦିନ ଥିବାତା
ଇ ପେଥେଇ
ବିଗଡି ଗଲାନେ ଦେହର ହାଲ ।

ବୁଢୀପଦର, ନର୍ଲା, କଳାହାଣ୍ଡି

http://For latest news & views update Click on bell button and subscribe to notifications. Like us on facebook 

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.