ବାଇକରୁ ପଡି ଅଜଣା ବ୍ୟକ୍ତି ମୃତ

କଳାହାଣ୍ଡି,୩/୧: ଗତ ରାତିରେ ନର୍ଲା ବ୍ଲକ ଗାଡେବନ୍ଧ ପଂଚାୟତ ଲୁହାଜୋର ଗ୍ରାମର ରାନୀଡ଼ଙ୍ଗର ବୁଲାଣିରେ ବାଇକ ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ନର୍ଲା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଆରଟିଓ ସୂଚନାରୁ OD08J 5745 ବାଇକଟିର ମାଲିକ ଗୋବିନ୍ଦ ତାଣ୍ଡି ବୋଲି ଜଣାପଡୁଛି।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.