ଗଣପତି ନାୟକଙ୍କ ପୁସ୍ତକ ‘ଘଟାନ୍ତର’ ଉନ୍ମୋଚିତ

କଳାହାଣ୍ଡି,୩/୪: ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡ଼ାଠାରେ ଆୟୋଜିତ କୁଲତା ସମାଜ ମହାସଭାରେ କବି ଗଣପତି ନାୟକଙ୍କ ତୃତୀୟ କବିତା ସଂକଳନ ‘ଘଟାନ୍ତର’ ଉନ୍ମୋଚିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଯୁବରାଜ ଅନନ୍ତ ପ୍ରତାପ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବରୁ ଶ୍ରୀ ନାୟକଙ୍କ ୨ଟିକବିତା ସଂକଳନ ‘କବିତା ଗୁଚ୍ଛ’ (୨୦୦୪) ଓ ‘ବଂଶୀର ବିଳାପ’ (୨୦୧୦) ପ୍ରକାଶିତ। ସମ୍ପ୍ରତି ସେ ମ.ରାମପୁର ବ୍ଲକ ମୋହନଗିରିଠାରେ ପଂଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ।

Omkar Vasthu
Omkar Vasthu

 

For latest news & views update

Click on bell button and subscribe to notifications.

Pearl dental clinic
Near Ashish Medical Store, Bhawanipatna

Like us on facebook

http://facebook.com/odiabarta

Udyog Nursery
Udyogi Nursery

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.