ବାଲିଗୁଡା ଏନଏସିର ୧୩ଟି ୱାର୍ଡର କାଉନସିଲର ଫଳାଫଳ ଘୋଷିତ: ବିଜେଡି ୧୧, କଂଗ୍ରେସ ୨, ବିଜେପି ୦

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ କାଉନସିଲର ଫଳାଫଳ ଘୋଷିତ ହୋଇ ଯାଇଛି । ୱାର୍ଡ ନଂ ୧- ଅଜୟ କୁମାର ଦିଗାଲ (କଂଗ୍ରେସ): ୨୯୨ଟି ଭୋଟ, ଅମୀୟ ବେହେରା(ବିଜେପି): ୧୯ଟି ଭୋଟ, ଗୁରେଖା ମଲ୍ଲିକ(ବିଜେଡି): ୧୫୪ ଟି ଭୋଟ, ଦିଲ୍ଲୀପ ମଲ୍ଲିକ (ମାଠିଆ) : ୧୨୦ଟି ଭୋଟ, ୱାର୍ଡନଂ-୨-ମନ୍ଦୋଦରୀ ଦିଗାଲ(କଂଗ୍ରେସ): ୧୭୯- ୯୨ଟି ଭୋଟ, ରୁବଲୀ ନାୟକ(ବିଜେପି):୭୫- ୬୭ଟି ଭୋଟ, ମିନତୀ ନାୟକ(ବିଜେଡି): ୩୧୨- ୨୬୭ଟି ଭୋଟ, ବିନିତା ଦିଗାଲ(ଡ଼ଙ୍ଗା):୧୩- ୭୫ଟି ଭୋଟ, ୱାର୍ଡନଂ-୩- ଲଳିତା ପ୍ରଧାନ(କଂଗ୍ରେସ): ୮୨ଟି ଭୋଟ, ଝିଲି ନାୟକ(ବିଜେପି): ୩୦ଟି ଭୋଟ, ଶଶୀ କୁମାର ଦିଗାଲ (ବିଜେଡି): ୩୩୪ଟି ଭୋଟ, ସମିରା ନାୟକ(ଝାଡୁ):୮୮ଟି ଭୋଟ, କପିଳାସ ନାୟକ(ଉଡ଼ାଜାହାଜ): ୨୦୬ଟି ଭୋଟ, ୱାର୍ଡନଂ- ୪- ଗଣେଶ ପ୍ରଧାନ(କଂଗ୍ରେସ):୨୨୫ଟି ଭୋଟ, ରିଙ୍କି ପ୍ରଧାନ (ବିଜେପି): ୧୧୩ଟି ଭୋଟ,ରାଜେଶ୍ୱର ମଲ୍ଲିକ(ବିଜେଡି): ୪୨୩ଟି ଭୋଟ, ୱାର୍ଡନଂ-୫- ସ୍ନେହଲତା ବେହେରା (ବିଜେପି): ୨୧୭- ୧୬୪ଟି ଭୋଟ, ଶାନ୍ତି ନାୟକ(ବିଜେଡି): ୨୬୫- ୧୬୩ଟି ଭୋଟ, ୱାର୍ଡନଂ-୬- ଅଭିମନ୍ୟୁ ମଲ୍ଲିକ (କଂଗ୍ରେସ):୪୪ଟି ଭୋଟ, ନୀଳମାଧଵ ବେହେରା (ବିଜେପି): ୨୫୦ଟି ଭୋଟ, ବିଭୁତି ଭୂଷଣ ଲାହାରିଆ (ବିଜେଡି): ୪୬୩ଟି ଭୋଟ, ୱାର୍ଡନଂ- ୭- ସ୍ମିତାରାଣୀ ନାୟକ (କଂଗ୍ରେସ):୩୮୫ଟି ଭୋଟ, ସିଲ୍ଲୀ ନାୟକ (ବିଜେପି): ୧୬ଟି ଭୋଟ, ପଦ୍ମାଳୟ ନାୟକ(ବିଜେଡି): ୪୦୫ଟି ଭୋଟ, ୱାର୍ଡନଂ -୮- ସୁନିତା ମଲ୍ଲିକ (କଂଗ୍ରେସ):୧୫୪ଟି ଭୋଟ, ଡି. ରାଜକୁମାରୀ ଦୋରା(ବିଜେପି): ୪୧ଟି ଭୋଟ, ରଶ୍ମିତା ପାଢ଼ୀ(ବିଜେଡି):୪୯୫ଟି ଭୋଟ, ୱାର୍ଡନଂ- ୯- ସଂଯୁକ୍ତା ଦାସ(କଂଗ୍ରେସ):୧୩୮ଟି ଭୋଟ , ଅହଲ୍ୟା ବେହେରା(ବିଜେପି):୧୩୩ଟି ଭୋଟ, ହରପ୍ରିୟା ତ୍ରିପାଠୀ (ବିଜେଡି): ୨୭୭ଟି ଭୋଟ, ୱାର୍ଡନଂ-୧୦- ଗୁରୁବାରୀ ବେହେରା(କଂଗ୍ରେସ): ୧୧୦ଟି ଭୋଟ, ବାସନ୍ତି ଦଣ୍ଡସେନା (ବିଜେପି):୨୨୪ଟି ଭୋଟ, ରୀନା କୁମାରୀ ପଣ୍ଡା(ବିଜେଡି):୩୯୯ଟି ଭୋଟ, ୱାର୍ଡନଂ-୧୧- ବ୍ରହ୍ମାନନ୍ଦ ମଲ୍ଲିକ(କଂଗ୍ରେସ): ୩୭ଟି ଭୋଟ, ମାଧବ ପୂଜାରୀ(ବିଜେପି): ୧୮୫ ଟି ଭୋଟ, ନାରାୟଣ ଡାକୁଆ(ବିଜେଡି):୪୦୨ଟି ଭୋଟ, ୱାର୍ଡନଂ-୧୨- ରୀନା ପାତ୍ର(କଂଗ୍ରେସ): ୧୭୫-୧୨୧ଟି ଭୋଟ, ରେଖା ମଲ୍ଲିକ (ବିଜେପି): ୯୮- ୭୦ଟି ଭୋଟ, ଗୀତା ମଲ୍ଲିକ (ବିଜେଡି): ୧୪୭- ୧୬୮ଟି ଭୋଟ, ୱାର୍ଡନଂ-୧୩- ଆଲୋକ ନାୟକ(କଂଗ୍ରେସ): ୨୬୫-୨୫୦ଟି ଭୋଟ, ଷ୍ଟିଫେନ ଦିଗାଲ(ବିଜେପି): ୬୦-୪୫ଟି ଭୋଟ, ସୁନିତା ଦିଗାଲ (ବିଜେଡି): ୨୪୦-୨୬୦ଟି ଭୋଟ ପାଇଥିବା ଜଣାପଡିଛି l ମୋଟ ଭୋଟ- ୧୦୧୫୪ ହୋଇଥିବା ବେଳେ ବିଜେଡି ଭୋଟ -୫୧୬୮,କଂଗ୍ରେସ ଭୋଟ- ୨୫୫୫ ଏବଂ ବିଜେପି ଭୋଟ -୧୮୦୭ ଓ ସ୍ୱାଧୀନ ଭୋଟ ୫୦୨ଟି ପାଇଥିବା ବେଳେ ନୋଟା ରେ ୧୨୨ଟି ଭୋଟ ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.