କୁଟୃଖମାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୁଟୃଖମାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ନାହେଦା ଶାହୀନଙ୍କ ତତ୍ତ୍ଵାବଧାନରେ ନିରାଡମ୍ବର ଭାବରେ ପ୍ରଧାନଶିକ୍ଷୟିତ୍ରୀ ସହେଜାଦି ବେଗମଙ୍କ ଉପସ୍ଥିତିରେ ଓ ସହଶିକ୍ଷୟିତ୍ରୀ ପ୍ରମିଳା ସା‌‌ହୁଙ୍କ ସ‌‌ହଯୋଗରେ ଯୋଗାଭ୍ୟାସ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.