ପୁରୁଷୋତ୍ତମପୁର ସହରରେ ଲୋକଙ୍କ ସେବାରେ ନୁଆଁ ଘରୋଇ ମେଡିକାଲ ସେବା ପ୍ରଦାନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବାନିମନ୍ତେ ଜଣେ ଯୁବକଙ୍କ ସହଯୋଗରେ ଏବଂ ବେଙ୍କ ସହାୟତାରେ ଭଗବତୀ ହେଲଥକେୟାର ନାମରେ ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଏକ ଘରୋଇ ସ୍ୱାସ୍ଥ୍ୟ ସେବା ଆରମ୍ଭ କରାଯାଇଛି | ଲୋକମାନଙ୍କ ବିଭିନ୍ନ ପରୀକ୍ଷା, ନିରୀକ୍ଷା ଠାରୁ ସବୁ ରୋଗର ଉପସମ ନିମନ୍ତେ ସବୁ ବିଭାଗର ବରିଷ୍ଟ, ଅଭିଜ୍ଞ ଡାକ୍ତର ମାନେ ଏଠାରେ ଚିକିତ୍ସା ସହ ସମସ୍ତ ପ୍ରକାର ଡାକ୍ତରୀ ଔଷଧ ସୁଲଭ ଦରରେ ଦେବା ସହ ବହୁ ପରୀକ୍ଷାର ରିପୋର୍ଟ ନିଜ ଘରକୁ ପଠାଇ ବାର ମଧ୍ୟ ସୁବନ୍ଦୋବସ୍ତ କରାଯାଇ ଥିବାର ସଚେତନ ଯୁବକ ତଥା ଆୟୋଜକ ଇନ୍ଦ୍ରଜିତ ନାୟଜ ଓ ତାଙ୍କ ଭାଇ ଶୁଭର୍ଜିତ ନାୟକ ମତ ଦେଇଛନ୍ତି | ଏହି ସ୍ୱାସ୍ଥ୍ୟ ସେବା ଦ୍ୱାରା ସେମାନେ ଲୋକଙ୍କୁ ସହଯୋଗ, ସାହାଯ୍ୟ କରିବା ସହ ନିଜେ ମଧ୍ୟ ଆତ୍ମ ନିର୍ଭର ଶିଳ ହୋଇ ପାରିବେ ବୋଲି ମତ ଦେଇଛନ୍ତି | ଏହି ଉଦଘାଟନ ଉତ୍ସବରେ ବହୁ ମାନ୍ୟ ଗଣ୍ୟ ବ୍ୟାକ୍ରି ବିଶେଷ ମାନେ ଯୋଗ ଦେଇଥିଲେ | ଏବଂ ବୟଶାଧିକ ବରିଷ୍ଟ ନାଗରିକଙ୍କ ଦ୍ୱାରା ଉଦଘାଟନ କରା ଯାଇଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.