୨ମାସ ମଧ୍ୟରେ ଗଡିବ ‘ବନ୍ଦେ ଭାରତ ସ୍ଲିପର’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସରକାର ଟ୍ରେନରେ ୱେଟିଂ ସମସ୍ୟାର ସମଧାନ ପାଇଁ ଲଗାତାର ଉଦ୍ୟମ କରୁଛନ୍ତି । ମାତ୍ର ୨ ମାସ ମଧ୍ୟରେ ଦେଶରେ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍ ଗଡ଼ିବ । ସରକାର ୱେଟିଂ (ଅପେକ୍ଷା) ସମସ୍ୟା ସହ ଲଢ଼ିବା ଲାଗି ଲଗାତର ଚେଷ୍ଟା କରୁଛନ୍ତି । ଏଣୁ ୬୦ ଦିନ ମଧ୍ୟରେ ଏହି ଟ୍ରେନ୍ ଚାଲିବ । ରେଳ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ୨ ଟ୍ରେନ୍ ସେଟ୍ ଏଥିପାଇଁ ପ୍ରସ୍ତୁତ ଅଛି । ଏହି ଦୁଇ ଟ୍ରେନରେ ଆଗାମୀ ୬ ମାସ ଯାଏ ଟେଷ୍ଟି ହେବ । ଏହାପରେ ଏହାକୁ ଲୋକଙ୍କ ସେବା ପାଇଁ ଆରମ୍ଭ କରାଯିବ । ବର୍ତ୍ତମାନ ସମୟରେ ବନ୍ଦେ ଭାରତ ସ୍ଲିପର ପାଇଁ ୪ କୋଚ୍ ବିଶିଷ୍ଟ ଏକ ବେସିକ ଟ୍ରେନ୍ ସେଟ୍ ତିଆରି କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.