ପୁରୁଷୋତ୍ତମପୁର ଏନଏସି ଅଧକ୍ଷାଙ୍କ ଶାଶୁଙ୍କ ପରଲୋକ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ଶାଶୁ ଶଶୀ ମହାଙ୍କୁଡ (୮୦)ଙ୍କ ପରଲୋକ ହୋଇଯାଇଛି। ମୃତ ସମୟରେ ତାଙ୍କ ପାଖରେ ପୁଅ ସୁରେନ୍ଦ୍ର ମହାଙ୍କୁଡ, ପ୍ରଶାନ୍ତ ମହାଙ୍କୁଡ, ଅଶୋକ କୁମାର ମହାଙ୍କୁଡ, ବୋହୁ ଲକ୍ଷୀ ମହାଙ୍କୁଡ, ରୁନୁମ ହାଙ୍କୁଡ, ମାମି ମହାଙ୍କୁଡ, ପ୍ରିୟଙ୍କା ମହାଙ୍କୁଡ, ଝିଅ ସୌଦାମିନୀ ଗୌଡ଼ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ପୂର୍ବତନ ଏନଏସି ଅଧ୍ୟକ୍ଷ ବାସୁଦେବ ମହାପାତ୍ର, ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକ, ବର୍ତମାନର ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନସିଲର ଲିଙ୍ଗରାଜ ବେହେରା, କେ ପ୍ରମୋଦ ଅଚାରୀ, ଭବାନୀ ଶଙ୍କର ନାୟକ, କାଉନସିଲର ପ୍ରତିନିଧି ଲୋକନାଥ ବେହେରା, ରଞ୍ଜନ ବେହେରା, ଭାଗିରଥି ବେହେରା ବିପ୍ର ଚରଣ ବେହେରା, ଜିତେନ୍ଦ୍ର ତ୍ରିପାଠୀ, ଚିଣ୍ଟୁ ମହାପାତ୍ର, ପୂର୍ବତନ କାଉନସିଲର ରବୀନ୍ଦ୍ର ମହାରଣା, ଈଶ୍ୱର ଗୌଡ଼, ପ୍ରେମାନନ୍ଦ ସାହୁ ଏବଂ ପୁରୁଷୋତ୍ତମପୁର ଅଞ୍ଚଳର ଅନେକ ମାନ୍ୟଗଣ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.