ଅଳ୍ପକେ ବର୍ତିଲା ମାଲ ବୋଝେଇ ଟ୍ରକ : ବଲାଂଗିର – ସମ୍ବଲପୁର ମୁଖ୍ୟରାସ୍ତାରେ ଉତ୍ତେଜନା

ବଲାଂଗିର,୫/୭ : ବଲାଙ୍ଗୀର ସମ୍ବଲପୁର ୨୬ନମ୍ବର ଜାତୀୟ ରାଜପଥ ରେ ଅଳ୍ପକେ ବର୍ତିଛି ଏକ ମାଲ ବୋଝେଇ ଟ୍ରକ। ଯେଉଁଥିରେ କୌଣସି କ୍ଷୟ କ୍ଷତି ହୋଇ ନ ଥିବାର ସୂଚନା ରହିଛି। ତେବେ ମିଳିଥିବା ସୂଚନା ଅନୁସାରେ ଗତ ବିଳମ୍ବିତ ରାତି ଏହି ଟ୍ରକଟି ବଲାଙ୍ଗୀର ପଟୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ଯାହାକି ବଲାଙ୍ଗୀର ଦେଇ ବିସାଖାପଟନମରୁ ରାଉରକେଲା ଯିବାରଥିଲା। ଯେଉଁଥିରେ କିଛି ସ୍ଥାନୀୟ ଲୋକେ ଏହି ଟ୍ରକ କୁ ଚାନ୍ଦା ମାଗିବା ପାଇଁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଫଳରେ ଦୃତ ଗତିରେ ଥିବା ଟ୍ରକଟି ତାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏବଂ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଯାହାକି ମିଳିଥିବା ସୂଚନା ଅନୁସାରେ ଟ୍ରକ ଡ୍ରାଇଭରର ନାଁ କେଶରୀ ବୋଲି ଜଣାପଡିଛି। ଏବଂ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣା ପଡ଼ିଛି। ସେପଟେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା ଏବଂ ରାସ୍ତ ରେ ସହ ସହ ଟ୍ରକଯାହାକୁ ନେଇ ୨୬ନମ୍ବର୍ ଜାତୀୟ ରାଜପଥ ରେ ଉତ୍ତେଜନା ଲାଗି ରହିଥିଲା।

Omkar Vasthu
Omkar Vasthu

ବଲାଂଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.