ମୃତ ଶିକ୍ଷକଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଲା ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କୁଟେନ ଗ୍ରାମର ଦିବଂଗତ ଶିକ୍ଷକ ଚଇତୁ ପାତ୍ରଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛି ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ । ସଂଘର ସଭାପତି ମୀନକେତନ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଯାଇ ସ୍ବର୍ଗତ ପାତ୍ରଙ୍କ ପତ୍ନୀଙ୍କୁ ଶିକ୍ଷକମାନେ ସହଯୋଗ କରିଥିବା ୧୮୩୦୦ ଟଙ୍କା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଏଥିରେ ସଂଗଠନର ସମ୍ପାଦକ ଅମିତ କୁମାର ଶର୍ମା, ଉପସଭାପତି ହରପ୍ରସାଦ ସାହୁ, ସିଆରସିସି ଡମ୍ବରୁଧର ସାହୁ, ଜଗଦୀଶ ସାହୁ ଓ ରୁଦ୍ରପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଵାନ୍ତନା ଦେବା ସହ ବିଭାଗୀୟ କାଗଜ ପତ୍ରରେ ଯାହା ଦରକାର ଆମେ କରିବୁ ବୋଲି ପ୍ରତିଶ୍ରୁତି ଦେଇ ଥିଲେ। ଶିକ୍ଷକ ସଂଘର ଏହି ବଦାନ୍ୟତାକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବି ମହଲରେ ପ୍ରଶଂସା କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.