ବିନା ସୂଚନା ଫଳକରେ ଚାଲିଛି ଆରଏମସି ସେଡ ନିର୍ମାଣ କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ସରକାରୀ କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲାଗିବା ନିୟମ ଥିଲେ ମଧ୍ୟ ସୂଚନା ଫଳକ ଲଗାଇ ନ ଥିବା କାର୍ଯ୍ୟ କରୁଥିବା ଠିକାଦାର ନିମ୍ନ ମାନର ନିର୍ମାଣ କରୁଥିବା ନଜିର ରହିଅଛି। ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ଆରଏମସି ସେଡ। କାର୍ଯ୍ୟ ଆରମ୍ଭ ଠାରୁ ପ୍ରଥମରେ ବାଲି ପୋତିବା ବଦଳରେ ମାଟି ପୋତା ଯାଉଛି। ଲୋକାଲ ରଡ଼ ଲଗାଇ କଲମ ତିଆରି କରାଯାଉଛି।

Omkar Vasthu
Omkar Vasthu

ଯା ଫଳରେ ନିମ୍ନ ମାନର ରଡ଼ ସିମେଣ୍ଟ, ବାଲି ଗୁଡ଼ି ମିଶାଇ ତିଆରି କରାଯାଉଥିବା କିଛି ଦିନ ପରେ ଭାଙ୍ଗି ଯିବା ଆଶଙ୍କା କରାଯାଉଛି। ଏନେଇ ଆରଏମସି କେସିଙ୍ଗା ସଂପାଦକଙ୍କୁ ଅଧିକ ସୂଚନା ପାଇବା ପାଇଁ ଫୋନ ଯୋଗାଯୋଗରେ ଫୋନ ଉଠାଇ ମୁଁ ଖାଉଛି ପରେ ଫୋନ କରିବି ବୋଲି ଆଉ ପାଞ୍ଚ ଥର ଫୋନ କଲା ପରେ ମଧ୍ୟ ଫୋନ ଉଠାଉ ନାହାନ୍ତି। ଏଥି ପ୍ରତି ଆରଏମସି ଅଧ୍ୟକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.